Dama Rout in Tension: ରାଗିଗଲେ ଦାମ… କ’ଣ କହିଲେ ଶୁଣନ୍ତୁ

Published on Nov 1, 2017
569806 views
Odisha Reporter

Dama Rout in Tension: ରାଗିଗଲେ ଦାମ… କ’ଣ କହିଲେ ଶୁଣନ୍ତୁ

ନିଜ ତୁଣ୍ଡ ପାଇଁ ରାଜ୍ୟ ରାଜନୀତିରେ ପ୍ରସିଦ୍ଧି ଅର୍ଜନ କରିଥିବା ମନ୍ତ୍ରୀ ଦାମୋଦର ରାଉତଙ୍କ ଚିଡ୍‌ଚିଡା ସ୍ୱଭାବ ଦିନକୁ ଦିନ ବଢିବାରେ ଲାଗିଛି। ବୟସ ବଢିବା ସଙ୍ଗେ ସଙ୍ଗେ ଦାମଙ୍କ ଚିଡା ସ୍ୱଭାବ ବି ବଢୁଛି । ଅବଶ୍ୟ ଏଇ ସ୍ୱଭାବ ତାଙ୍କୁ ଆଜି ଓଡିଶା ରାଜନୀତିର ୧ ନଂ. ଚର୍ଚ୍ଚିତ ବ୍ୟକ୍ତିତ୍ୱ କରି ଛିଡା କରିଛି, ଏ କଥା କହିଲେ ଅତ୍ୟୁକ୍ତି ହେବନି।

Get all the latest news of the world in Odia.
Our Website
http://odishareporter.in

SUBSCRIBE to YouTube channel
http://bit.ly/OdishaReporteronYouTube

Like us on Facebook
http://www.facebook.com/OdishaReporter/

Follow us on Twitter
http://twitter.com/OdishaReporter


Loading...


Loading...